ଦେଖନ୍ତୁ ଭିଡିଓ: ପଟିଆରେ ଯୁବତୀ ଏକାଥରେ ୧୦ଟି ବିୟର୍ ପିଇ ମାତାଲ ହୋଇ ରାଜରାସ୍ତାରେ କଲେ ଏସିତି ହରକତ୍
ଏକା ଥରକେ ଦଶ ବୋତଲ ବିଅର୍ ପିଇଲେ ଯୁବତୀ । ତା ପରେ ଆରମ୍ଭ ହୋଇଗଲା ବିଚ୍ ରାସ୍ତା ରେ ହାଇଡ୍ରାମା । ବିନା ଟିକେଟରେ ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା ଡ୍ରାମା । ପରିସ୍ଥିତି ଅସମ୍ଭାଳ ହେବାରୁ ପୋଲିସ କରିଲା ଗିରଫ । ହେଲେ ଏ ଯାଏଁ କିନ୍ତୁ ଥମି ନ ଥାଏ ଯୁବତୀଙ୍କ ନିଶା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଇନଫୋଷିଟିକ୍ ଥାନା ଅନ୍ତର୍ଗତ କଳାରାହଂଗ କଟିଙ୍ଗ ଛକରେ । … Read more