ପିଞ୍ଜରା ଭିତରେ ଥିବା ମାଙ୍କଡକୁ ଚିଡାଇଲା ପିଲାଟି ! ଆଉ ତା’ପରେ ହେଲା ଏମିତି..

ପଶୁପକ୍ଷୀଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । କିଛି ଭିଡିଓ ଭୟଭୀତ କରିବା ସହ ହୃଦୟସ୍ପର୍ଶୀ ଓ କିଛି ଭିଡିଓ ଶିକ୍ଷଣୀୟ ମଧ୍ୟ ହୋଇଥାଏ। ନିକଟରେ ସୋସିଆଲ ମିଡିଆରେ ଏଭଳି ହିଁ ଏକ ମାଙ୍କଡ଼ ର ଭିଡିଓ ଭାଇରାଲ ହୋଇଛି। ମାଙ୍କଡ଼ ଏକ ବୃଦ୍ଧିଆ ପ୍ରାଣୀ ବୋଲି କୁହାଯାଏ । ମାତ୍ର ସେମାନଙ୍କୁ ଚିଡାଇବା କିମ୍ବା ହଇରାଣ କରିବା ଦ୍ୱାରା ସେମାନେ ରାଗରେ କିଛି ମଧ୍ୟ କରି ଥାଆନ୍ତି, ଯାହା ଭୟଭୀତ କରିଥାଏ । … Read more

ଏହି ୫ଟି ଜିନିଷକୁ ରାକ୍ଷୀ ପୂର୍ଣ୍ଣିମାରେ କଦାପି ଉପହାରରେ ଦିଅନ୍ତୁ ନାହିଁ ନଚେତ…

ଶ୍ରାବଣ ମାସର ପୂର୍ଣ୍ଣିମା କୁ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଏ । ଏହି ପର୍ବ ଭାଇ ଭଉଣୀଙ୍କ ପ୍ରେମର ପ୍ରତୀକ । ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଥାଏ । ଭାଇ ଭଉଣୀର ରକ୍ଷା କରିବାକୁ ସଂକଳ୍ପ କରିବା ସହ କିଛି ଉପହାର ମଧ୍ୟ ଦେଇଥାଏ । ତେବେ ଏହି ଦିନ ଭାଇ ଭଉଣୀକୁ ଏହିସବୁ ଉପହାରରେ ଦେବା ଉଚିତ୍‌ ନୁହେଁ.. ଚମଡାରେ ତିଆରି ଜିନିଷ : ବଜାରରେ ଚମଡାରେ ତିଆରି ଅନେକ … Read more

ଭାରତର ସିପାହୀ ନିରା ଆର୍ଯ୍ୟାଙ୍କ କାହାଣୀ, ଯିଏ ସୁବାସ ବୋଷଙ୍କ ଜୀବନ ବଞ୍ଚାଇବାରୁ ତାଙ୍କ ଛାତିରୁ ଲୁଗା ଖୋଲି…

ବର୍ଷ ବର୍ଷ ଧରି ଲାଗିରହିଥିବା ସଂଘର୍ଷ ପରେ ଭାରତକୁ ଇଂରେଜ ମାନଙ୍କ ଠାରୁ ସ୍ୱାଧୀନତା ମିଳିଥିଲା। ମହାତ୍ମା ଗାନ୍ଧୀ, ସୁବାଷ ଚନ୍ଦ୍ର ବୋଷ ଏବଂ ଭଗତ ସିଂ ଭଳି ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କୁ ଏହାର ଶ୍ରେୟ ଦିଆଯାଇଥିଲା। କିନ୍ତୁ, ଏଭଳି ଅନେକ ଥିଲେ ଯେଉଁମାନଙ୍କ ଅତୁଳନୀୟ ବଳିଦାନ ସତ୍ତ୍ୱେ ସେମାନଙ୍କ ନାମ ଅଜ୍ଞାତତାର ଅନ୍ଧାରରେ କେଉଁଆଡ଼େ ହଜି ଯାଇଛି। ଏଭଳି ହିଁ ଏକ ନାମ ହେଉଛି ନିରା ଆର୍ଯ୍ୟା। ନୀରା ୫ ମାର୍ଚ୍ଚ ୧୯୦୨ ରେ ଉତ୍ତରପ୍ରଦେଶର … Read more

ରାକ୍ଷୀ ପୂର୍ଣ୍ଣିମା ପର୍ବ କିପରି ଆରମ୍ଭ ହେଲା? କ’ଣ ରହିଛି ଏହା ପଛର କାହାଣୀ, ଆସନ୍ତୁ ଜାଣନ୍ତୁ…

ରକ୍ଷା କରିବା ପାଇଁ ବନ୍ଧାଯାଉଥିବା ପବିତ୍ର ସୂତାକୁ ରାକ୍ଷୀ କୁହାଯାଏ । ଏହି ପର୍ବକୁ କେବଳ ଓଡିଶା ନୁହେଁ ବରଂ ସାରା ଦେଶରେ ପାଳନ କରାଯାଏ । ଏହାକୁ ଶ୍ରାବଣ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ । ରକ୍ଷା କରିବା ପାଇଁ ବନ୍ଧାଯାଉଥିବା ପବିତ୍ର ସୂତାକୁ ରାକ୍ଷୀ ପୂର୍ଣ୍ଣିମା କୁହାଯାଏ । ଏହି ପର୍ବକୁ କେବଳ ଓଡିଶା ନୁହେଁ ବରଂ ସାରା ଦେଶରେ ପାଳନ କରାଯାଏ । ଏହାକୁ ଶ୍ରାବଣ ମାସ ଶୁକ୍ଳ … Read more

ଅଲମ୍ପିକ୍ସରେ ଦିଆଯାଉଥିବା ଗୋଲ୍ଡ ମେଡାଲ କଣ ସତରେ ସୁନାରେ ତିଆରି? ଜାଣନ୍ତୁ ଏହାପଛର ବଡ଼ କଥା

ଅଲିମ୍ପିକ୍ସ ସମୟରେ ବିଭିନ୍ନ ପ୍ରକାରର କ୍ରୀଡ଼ାରେ ପ୍ରତିଯୋଗିତା କରିବାକୁ ସମଗ୍ର ବିଶ୍ୱରୁ ଆଥଲେଟ ମାନେ ଏକତ୍ରିତ ହୁଅନ୍ତି । ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତୀୟ କ୍ରୀଡା ଇଭେଣ୍ଟ । ଏହି ଇଭେଣ୍ଟ ଜାତୀୟ ଏକତା ଏବଂ ଆଥଲେଟିକ୍ ଦକ୍ଷତାର ପ୍ରତିନିଧିତ୍ୱ କରେ ଏବଂ ପ୍ରତି ଚାରି ବର୍ଷରେ ଥରେ ହୁଏ । ଅଲିମ୍ପିକ୍ ଗେମ୍ସରେ ସେମାନଙ୍କର ଆଥଲେଟ ମାନେ ବିଭିନ୍ନ କ୍ରୀଡ଼ାରେ କେତେ ଭଲ ପ୍ରତିଯୋଗିତା କରନ୍ତି ସେହି ଅନୁସାରେ ଦେଶମାନଙ୍କୁ ପଦକ ପ୍ରଦାନ କରାଯାଇଥାଏ … Read more

ପ୍ରଭୁ ଗଣେଶ ଙ୍କ ବାହନ ମୂଷିକ ରାଜ କିପରି? କେବେ ଆପଣ ଭାବିଛନ୍ତି କି? ତେବେ ଆସନ୍ତୁ ଜାଣିବା ଏହାର ରହସ୍ୟ…

ଭଗବାନ ଗଣେଶଙ୍କ ବାହନ ହେଉଛନ୍ତି ମୂଷା। ହେଲେ ମୂଷା କିପରି ଗଣେଶଙ୍କ ବାହନ ହେଲେ ସେ ବିଷୟରେ ଆସନ୍ତୁ ଜାଣିବା। ଗଣେଶ ଓ ମୂଷାର ସମ୍ପର୍କ ନେଇ ବିଭିନ୍ନ ପ୍ରକାର କାହାଣୀ ରହିଛି। ପୌରାଣିକ କଥା ଅନୁଯାୟୀ ଗଜାମୁଖାସୁର ନାମକ ଅସୁର ନିଜ ବାହୁ ବଳରେ ଦେବତାମାନଙ୍କୁ ଖୁବ୍ ହଇରାଣ କରୁଥିଲା । ଏନେଇ ସମସ୍ତ ଦେବତାଗଣ ଏକତ୍ରିତ ହୋଇ ଗଣେଶଙ୍କ ପାଖରେ ପହଞ୍ଚିଥିଲେ । ପ୍ରଭୁ ଗଣେଶ ଗଜାମୁଖାସୁର କବଳରୁ ଦେବତାମାନଙ୍କୁ ମୁକ୍ତି ଦେବା ପାଇଁ … Read more

ମାତା ସତୀଙ୍କ ୫୧ ପବିତ୍ର ଶକ୍ତିପୀଠ ର କାହାଣୀ! କିପରି ଏହି ଶକ୍ତିପୀଠର ହୋଇଥିଲା ଉତ୍ପତ୍ତି ଏବଂ କେଉଁ କେଉଁ ସ୍ଥାନରେ ରହିଛି ଏହି ଶକ୍ତିପୀଠ ଆସନ୍ତୁ ଜାଣିବା…

ପୌରାଣିକ କଥା ଅନୁଯାୟୀ, ପ୍ରଭୁ ଶଙ୍କରଙ୍କ ପତ୍ନୀ ସତିଙ୍କ ପିତା ପ୍ରଜାପତି ଦକ୍ଷ ଏକଦା ଏକ ମହାଯଜ୍ଞ ର ଆୟୋଜନ କରିଥିଲେ, ଯେଉଁଥିରେ ସେ ସମସ୍ତ ଦେବତା ଓ ଦେବୀଙ୍କୁ ନିମନ୍ତ୍ରଣ କରିଥିଲେ, କିନ୍ତୁ ଭଗବାନ ଶଙ୍କରଙ୍କ ଉପରେ ଅସନ୍ତୋଷ ଥିବାରୁ ସେ ତାଙ୍କୁ ନିମନ୍ତ୍ରଣ କରିନଥିଲେ। ଯେତେବେଳେ ମାତା ସତୀ ତାଙ୍କ ପିତାଙ୍କୁ ଏହି ବିଷୟରେ ପ୍ରଶ୍ନ କରିଥିଲେ, ସେତେବେଳେ ସେ ପ୍ରଭୁ ଶଙ୍କରଙ୍କ ପ୍ରତି ଅପମାନିତ ଭାଷା ମଧ୍ୟ ବ୍ୟବହାର କରିଥିଲେ, ଏହାକୁ ମାତା … Read more

ଦେଖନ୍ତୁ ଭିଡ଼ିଓ : ରିଲ୍ ନିଶାରେ ଯୁବତୀ କରିଦେଲେ ଏମିତିକା ଭୁଲ, ମାଡିବସିଲା ଭୟଙ୍କର ଭାଲୁ ଆଉ ତାପରେ..

କିଛି ନା କିଛି ବିପଜ୍ଜନକ ଏବଂ ବିରଳ ଜିନିଷକୁ କ୍ୟାପ୍‌ଚର୍ କରିବା ନେଇ, ଲୋକମାନେ ହିଂସ୍ର ପଶୁମାନଙ୍କୁ ମଧ୍ୟ ଖାତିର କରୁ ନାହାନ୍ତି। ଏହି କାରଣରୁ ସେମାନେ ସହଜରେ ସେମାନଙ୍କ ଶିକାର ହୋଇ ଯାଇଥାନ୍ତି। ତେବେ ନିକଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି।  ଜଣେ ଯୁବରୀ ସେଲ୍‌ଫି ନେବା ଚକ୍କରରେ ହିଂସ୍ର ପ୍ରାଣୀମାନଙ୍କ ଏତେ ନିକଟତର ହୋଇଗଲେ ଆଉ ଟିକିଏ ଡେରି ହୋଇଥିଲେ ଚାଲିଯାଇଥାନ୍ତା ଜୀବନ। ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓ ଶେୟାର ହୋଇଛି। ପିଞ୍ଜରା … Read more

ଶିବଙ୍କ ଆଶୀର୍ବାଦ ଫଳରେ ଏହି ରାଶି ମାନଙ୍କର ବଦଳିବାକୁ ଯାଉଛି ସମୟ, ଜାଣନ୍ତୁ କଣ ରହିଛି ଏହି ସବୁ ରାଶି

ଆରମ୍ଭ ହୋଇ ଯାଇଛି ଶ୍ରାବଣ ମାସ । ଶ୍ରାବଣ ମାସକୁ ଭଗବାନ ଶିବଙ୍କର ମାସ ବୋଲି କୁହାଯାଏ । ଏହି ମାସରେ ଛୋଟ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ପାଣି ଭାର ନେଇଥାନ୍ତି । କେହି କେହି ମାନସିକ ରଖି ମଧ୍ୟ ଏଭଳି କରିଥାନ୍ତି । ଭଗବାନ ଶିବଙ୍କୁ ଅତ୍ୟନ୍ତ ନିଷ୍ଠାର ସହ ପୂଜାର୍ଚ୍ଚନା କଲେ ସେ ନିଜ ଭକ୍ତ ଉପରେ ପ୍ରସନ୍ନ ହୋଇ ବର ପ୍ରଦାନ କରି ଥାଆନ୍ତି । କୁହାଯାଏ କି … Read more

ଏହିସବୁ ଡ୍ରେସ୍ ପିନ୍ଧି ପୁରୀ ଶ୍ରୀମନ୍ଦିରକୁ ପ୍ରବେଶ କରିବା ନିଷେଧ। ଜାଣନ୍ତୁ କଣ ପିନ୍ଧିବା ହୋଇଛି ବ୍ୟାନ୍…

ଲାଗୁ ହୋଇଛି ଶ୍ରୀ ମନ୍ଦିରର ଡ୍ରେସ୍ କୋଡ୍ ନିୟମ। ଏଣିକି ଏପରି ଡ୍ରେସ୍ ପିନ୍ଧି ଗଲେ ମନ୍ଦିର ଭିତରକୁ ପ୍ରବେଶ ନିଷେଧ। ଶ୍ରୀ ମନ୍ଦିରର କତ୍ତୃପକ୍ଷ ଜାରି କରିଛନ୍ତି ନୂଆ ନିୟମ। ଏଣିକି କଡାକଡି ଭାବେ ନଜର ରଖାଯିବ ପୋଷାକ ପରିଧାନ ଉପରେ। ନୂତନ ବର୍ଷ ଠାରୁ ଅର୍ଥାତ୍ ୨୦୨୪ ଠାରୁ ଲାଗୁ ହେବାକୁ ଯାଉଛି ଏହି ନିୟମ। ବର୍ତ୍ତମାନ ସମୟର ଆଧୁନିକ ପୋଷାକ ପରିଧାନକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀ ମନ୍ଦିର ପ୍ରଶାସନ। ଯାହା … Read more