ଦେଖନ୍ତୁ ଭିଡ଼ିଓ: ଜଗପତି ଖୋଲିଲେ ମୁହଁ କହିଲେ “ଯଦି ବ୍ୟାନ କରିବାର ଥିଲା ଆଦିପୁରୁଷ କୁ କରିଥାନ୍ତ, ଏ ଫିଲ୍ମ୍ ରେ ତ…”

ଓଡ଼ିଆ ସିନେମ ର ଏକ ଘଟଣା ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।କିନ୍ତୁ ସେଥି ମଧ୍ୟରେ ଏମିତି କିଛି ଚଳଚ୍ଚିତ୍ର ରିଲିଜ ହେଉଛି ଯାହା ଲୋକମାନଙ୍କ ସହିତ କୋଠାର ଘାତ୍ ହେଉଛି ବୋଲି ଜଣାଯାଇଛି। ନିକଟରେ ରିଲିଜ୍ ହେଇଛି ଓଡ଼ିଆ ଚଳଚ୍ଚିତ୍ର ପ୍ରିୟେ ତୁମ ସିଏ। ଯାହା ବିଷୟରେ ଗଜପତି ନିଜର କଥା ଉପସ୍ଥାପନ କରିଛନ୍ତି।

ସିନେମା ପ୍ରିୟେ ତୁମ ସିଏ ଯାହାକୁ କିଛି ଲୋକ ଭଲ ପାଇବା ଦେଉଥିବାବେଳେ ଆଉ କିଛି ଲୋକ ପ୍ରତିବାଦ ମଧ୍ୟ କରିଛନ୍ତି। ସେମାନଙ୍କ ସହିତ କୋଠାର ଘାତ୍ ହେଇଛି ବୋଲି କହିଛନ୍ତି।ଗଜପତି କହିଛନ୍ତି ସେହି ଚଳଚ୍ଚିତ୍ରରେ ସମସ୍ତ ଜାତିକୁ କୁହା ଯାଇନାହିଁ କେବଳ ଗୋଟେ ଲୋକ କୁ ହିଁ କୁହାଯାଇଛି।

ତେବେ ଜାତିପ୍ରଥା ବିବାଦ ଆଜିକୁ ୩୦ବର୍ଷ ତଳର ଚଳଚ୍ଚିତ୍ର ମାନଙ୍କରେ ମଧ୍ୟ ରହିଆସିଛି। ଜଗପତି କହିଛନ୍ତି ଏଠି ଜାତି ଛୋଟ ବଡ଼ କିଛି ନଥାଏ। ସେ କହିଛନ୍ତି ଯୋଦି ପ୍ରତିବାଦ କରୁଛ ଆଦିପୁରୁଷ ଚଳଚ୍ଚିତ୍ରକୁ କର।ସେ କହିଛନ୍ତି ବହୁତ୍ ପୁରୁଣା ଦିନରେ ଘଟିଯାଇଥିବା ଘଟଣାକୁ ଫିଲ୍ମ ଜରିଆରେ ଲୋକମାନଙ୍କ ମୋନରଞ୍ଜନ ପାଇଁ ଏମିତି ଚଳଚ୍ଚିତ୍ର କରାଯାଇଛି।

Leave a Comment