୯ ଡିସେମ୍ବର ସୋମବାର ରାଶିଫଳ: ମିଥୁନ ରାଶିର ଲୋକମାନେ ସୋମବାର ଦିନ ପାଇବେ ଭାଗ୍ୟର ଅନୁଗ୍ରହ।
ମେଷ ରାଶି : ଆଜି ଦ୍ୱିଜା ନକ୍ଷତ୍ର ଯାହା ଇଚ୍ଛା କରୁଛନ୍ତି ତାହା ପାଇବେ। ପରିବାରର ଆବଶ୍ୟକତାକୁ ଅନୁଭବ କରି ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ଆଦର ଅଭ୍ୟର୍ଥନା ମିଳିବ ଏବଂ ସବୁରି ସଦିଚ୍ଛା ମିଳିବ। ବୃଷ ରାଶି : ବ୍ୟବସାୟିକ କାର୍ଯ୍ୟକଳାପ ଏବଂ ଯୋଗାଯୋଗରେ ଆରାମଦାୟକ ହେବ। କ୍ୟାରିୟର ଏବଂ ବ୍ୟବସାୟରେ ଅଗ୍ରଗତି … Read more