ମେସିନରେ ଜିରୋ ଦେଖାଇ ମଧ୍ୟ ଏମିତି ଠକୁଛନ୍ତି ପେଟ୍ରୋଲ ପମ୍ପ, ଲୁଟିବାରୁ ଆପଣଙ୍କୁ ବଞ୍ଚାଇବ ଏହି ୪ଟି ଜିନିଷ
ଅନେକ ସମୟରେ ଗ୍ରାହକଙ୍କୁ ବିଶେଷ କରି ପେଟ୍ରୋଲ ପମ୍ପ ଗୁଡିକରେ ଠକାମିର ଶିକାର ହେବାକୁ ପଡ଼ିଥାଏ । କେଉଁଠି ପେଟ୍ରୋଲ ପମ୍ପର ମିଟରରେ ଘୋଟାଲା ଦେଖାଯାଏ ତ କେଉଁଠି ଭେଜାଲ ତେଲ ମିଳିଥାଏ । ଏମିତି ଅନେକ ପ୍ରକାରର ଜିନିଷ ରହିଛି ଯେଉଁଥି ପାଇଁ ଗ୍ରାହକଙ୍କର ବ୍ୟୟ ବଢିବା ସହିତ ଯାନ ବାହନରେ ଯାନ୍ତ୍ରିକ ସମସ୍ୟା ମଧ୍ୟ ସୃଷ୍ଟି କରୁଛି । ଯେଉଁଥି ପାଇଁ ନାହିଁ ନ ଥିବା ହଇରାଣର ଶୀକାର ହେଉଛନ୍ତି ଲୋକେ । ତେବେ … Read more