ସେକ୍ସର ମଜା ପାଇଁ ଭାଏଗ୍ରା ଖାଉଥିଲେ ସାବଧାନ! ହୋଇଯିବେ ସବୁଦିନ ପାଇଁ ଏହି ରୋଗର ଶୀକାର
ଶାରୀରିକ ସମ୍ପର୍କ ରଖିବା ବେଳେ ଆଜିକାର ଯୁବପିଢି କିଛି ଏପରି ଜିନିଷ ସେବନ କରୁଛନ୍ତି ଯାହା ଆଗାମୀ ଦିନ ଅସୁବିଧାର କାରଣ ପାରେ। ସେକ୍ସ କ୍ଷମତା ବଢ଼ାଇବା ପାଇଁ ପୁରୁଷମାନେ ଖାଉଥିବା ଭାଏଗ୍ରା ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ। ଯାହା କେବଳ ପ୍ରାଇଭେଟ୍ ପାର୍ଟ ଉପରେ ନୁହେଁ ହାର୍ଟ ଉପରେ ମଧ୍ୟ ପ୍ରଭାବ ପକାଏ। ଏହା ହାର୍ଟର ମାଂସପେଶୀକୁ ମୋଟା କରିଦିଏ, ଫଳରେ ହାର୍ଟଆଟାକ୍ର ଆଶଙ୍କା ବଢ଼ିଯାଏ। ଗବେଷକଙ୍କ କହିବାନୁସାରେ ଭାଏଗ୍ରାର ବ୍ୟବହାର କରୁଥିବା ଲୋକେ ପ୍ରଥମେ … Read more