ପରକୀୟା ପ୍ରୀତିରେ ବାଧା ସାଜୁଥିଲା ସ୍ୱାମୀ, ସେଥିପାଇଁ ସ୍ତ୍ରୀ ରଚିଲା ଏଭଳି କାଣ୍ଡ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ, ଜାଣନ୍ତୁ ପୁରା ଘଟଣା

ଅନ୍ୟ ପୁରୁଷ ସହ ଅନୈତିକ ସମ୍ପର୍କ ରଖୁଥିଲା ସ୍ତ୍ରୀ , ଯେଉଁଥି ପାଇଁ ଅନେକ ସମୟରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଲାଗି ରହୁଥିଲା କଳହ । ନିଜ ପ୍ରେମିକ ସହିତ ଦେଖା କରିବାରେ ସ୍ଵାମୀ ବାଧା ସୃଷ୍ଟି କରିବାରୁ ସ୍ୱାମୀକୁ ସବୁ ଦିନ ପାଇଁ ବାଟରୁ ହଟାଇ ଦେଇଛି ସ୍ତ୍ରୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାଟପୁର ଗ୍ରାମପଞ୍ଚାୟତର ବେରିଖି ଗାଁରେ । ସେହି ଗ୍ରାମର … Read more

ପ୍ରେମିକ ରୁ ସାଜିଲା ଜୀବନସାଥୀ। ଘଣ୍ଟ ହୁଳୁହୁଳି ସହ ହାତଗଣ୍ଠି ପକାଇ ପ୍ରେମିକା ମଥାରେ ସିନ୍ଦୂର ଭରିଲା ପ୍ରେମିକ…

ବିବାହ କୁ ନେଇ ସମସ୍ତଙ୍କ ମନରେ ଅନେକ ଆଶା ଓ ସ୍ବପ୍ନ ରହିଥାଏ। ପରିବାରଲୋକେ ଖୁବ୍ ଧୁମଧାମ ର ସହିତ ନିଜ ପୁଅଝିଅଙ୍କ ବିବାହ କରିଥାନ୍ତି । ଦୁଇ ଜଣଙ୍କ ବିବାହରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ ପ୍ରେମ। କିନ୍ତୁ ନିକଟରେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଘରଲୋକ ବିବାହ ପାଇଁ ରାଜି ନହେବାରୁ ପ୍ରେମୀ ଯୁଗଳ ଦୁହେଁ ଦୁହିଁଙ୍କୁ ଛାଡ଼ି ରହି ପାରିଲେନି ଏବଂ ଜନ୍ମଜନ୍ମର ସାଥି ହେବା ପାଇଁ ଘରଛାଡି ଚାଲି ଆସିଥିଲେ। … Read more

ଏକ ସୁସ୍ଥ ଦାମ୍ପତ୍ୟ ଜୀବନ ପାଇଁ ଗୋଟିଏ ଦିନରେ କେତେ ଥର ସ୍ବାମୀ-ସ୍ତ୍ରୀ କିସ୍ କରିବା ଉଚିତ୍

ଆଜିକାଲି ଆମେ ଆମର କାର୍ଯ୍ୟରେ ବହୁତ ବ୍ୟସ୍ତ, ବିଶେଷ କରି ଆମେ ଆମର ଚାକିରି ଏବଂ କାର୍ଯ୍ୟରେ ଏତେ ବ୍ୟସ୍ତ ଥାଉ ଯେ ଆମେ ଆମ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେବାକୁ ଭୁଲିଯାଉ । ପୁରା ଦିନ ମାଲିକଙ୍କୁ ଖୁସି କରିବାରେ ଅତିବାହିତ ହୁଏ । ଯେତେବେଳେ ଲୋକମାନେ ଦିନସାରା କାମ କରିବା ପରେ କ୍ଳାନ୍ତ ହୋଇ ଘରକୁ ଫେରିଥାନ୍ତି, ଏହି ପ୍ରକ୍ରିୟାରେ ସେମାନେ ସ୍ୱାମୀ-ସ୍ତ୍ରୀଙ୍କ ପ୍ରେମକୁ ଭୁଲିଯାଆନ୍ତି, ଏହାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ । … Read more

ସ୍ୱାମୀ କାହିଁକି ବୟସରେ ବଡ଼ ହେବା ଜରୁରୀ, ଜାଣନ୍ତୁ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କେତେ ବୟସ ବ୍ୟବଧାନ ଦାମ୍ପତ୍ୟ ଜୀବନ ସୁଖୀ କରେ

ଅନେକ ସମୟରେ ବାହାଘରରେ ଝିଅ ଓ ପୁଅର ବୟସକୁ ନେଇ ପ୍ରଶ୍ନ ଉଠିଥାଏ । ତେବେ ବର୍ତ୍ତମାନ ସମୟରେ ଅନେକ ପରମ୍ପରାଗତ ବିଶ୍ୱାସ ତଥା ଚଳଣିର ବିରୋଧ ଦେଖା ଦେଉଛି । ଏବଂ ଲୋକେ ନିଜକୁ ସୁହାଇବା ଭଳି ଓ ନିଜ ଇଛା ଅନୁସାରେ ଜିନିଷକୁ ଆପଣେଇ ନେଉଛନ୍ତି । ତେବେ ଯଦି କୁହାଯାଏ ପୂର୍ବ ବିବାହ ଗୁଡିକରେ ଝିଅ ଓ ପୁଅଙ୍କ ମଧ୍ୟରେ ବୟସର ତାରତମ୍ୟ ଅଧିକ ରହୁଥିଲା । ଯେପରିକି ପୁଅକୁ ୩୦ ବର୍ଷ … Read more

ଆପଣଙ୍କ ଘରେ ଅଶାନ୍ତି-କଳହ ଲାଗି ରହୁଛି କି ? ରଖନ୍ତୁ ଏହି ଜିନିଷ, ସୁଖ ଶାନ୍ତି ମିଳିବା ସହ ହେବ ଧନ ପ୍ରାପ୍ତି

ଆମ ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରକୁ ଅତ୍ୟନ୍ତ ଗୁରୁତ୍ୱ ଦିଆଯାଏ ଏବଂ ବାସ୍ତୁ ନିୟମକୁ ପ୍ରାୟତଃ ସମସ୍ତେ ଆଦିକା ଧ୍ୟାନ ଦେଇଥାନ୍ତି । ଏହି ବାସ୍ତୁ ଶାସ୍ତ୍ରକୁ ଧ୍ୟାନରେ ରଖି ଜଣେ ବ୍ୟକ୍ତି ଘରେ ଏବଂ କର୍ମକ୍ଷେତ୍ରରେ ଅନେକ ଲାଭ ପାଇପାରିବେ । ଏପରି ପରିସ୍ଥିତିରେ ବାସ୍ତୁରେ ଏପରି କିଛି ଜିନିଷ ମଧ୍ୟ ଉଲ୍ଲେଖ କରାଯାଇଛି ଯାହାକି ଘରେ ରଖିଲେ ଅଶୁଭ ହୋଇଥାଏ । ଘରେ ଅଶାନ୍ତି ବଢିବା ସହିତ ସୁଖ ଓ ଶାନ୍ତି ନଷ୍ଟ ହୁଏ … Read more

କାହିଁକି ଇନ୍ଦ୍ରଦେବ ମହିଳାମାନଙ୍କୁ ମାସିକ ଧର୍ମର ଅଭିଶାପ ଦେଇଥିଲେ? ଏହା ପଛର ରହସ୍ୟ ଆଶ୍ଚର୍ଯ୍ୟ କରିଦେବ

ସମସ୍ତ ମହିଳାଙ୍କର ମାସିକ ଧର୍ମ ବା ରୁତୁସ୍ରାବ ହୋଇଥାଏ, ଯେଉଁଠାରେ ଡାକ୍ତରମାନେ ଏହାକୁ ଏକ ସାଧାରଣ ପଦ୍ଧତି ଭାବରେ ବିବେଚନା କରନ୍ତି। ତେବେ ହିନ୍ଦୁ ଧର୍ମ ଅନୁସାରେ ମହିଳାମାନଙ୍କ ପ୍ରତି ମାସରେ ହେଉଥିବା ମାସିକ ଧର୍ମ ଦେବରାଜ ଇନ୍ଦ୍ରଙ୍କ ଏକ ଅଭିଶାପ ଅଟେ। ଭାଗବତ ପୁରାଣ ଅନୁସାରେ ଅନୁସାରେ ସ୍ତ୍ରୀ ଲୋକମାନଙ୍କ ମାସିକ ଧର୍ମ କାହିଁକି ହୋଇଥାଏ, ଏହି ବିଷୟରେ ଗୋଟେ ପୌରଣିକ କଥା ରହିଛି। ପୂରାଣ ହିସାବରେ ବୃହସ୍ପତି ଦେବତମାନଙ୍କ ଗୁରୁଥିଲେ। ଗୋଟେ ଥର ସେ … Read more

କାର୍ତ୍ତିକ ମାସର ଶେଷ ପାଞ୍ଚଦିନରେ କଣ ପାଇଁ ମୁରୁଜ ପଡିଥାଏ ଜାଣନ୍ତୁ ଏହା ପଛର ପୌରାଣିକ ରହସ୍ୟ

ଭାରତୀୟ ପୁରାଣରେ ଉଲ୍ଲେଖ ରହିଛି ଯେ କାର୍ତ୍ତିକ ମାସ ଅତି ପବିତ୍ର ମାସ। କୁମାର ପୂର୍ଣିମା ପରଦିନ ପ୍ରତିପଦା ତିଥିରୁ କାର୍ତ୍ତିକମାସ ଆରମ୍ଭ ହୋଇ ରାସ ପୂର୍ଣ୍ଣିମା ବା କାର୍ତ୍ତିକ ପୂର୍ଣ୍ଣିମାରେ ଶେଷ ହୋଇଥାଏ। କାର୍ତ୍ତିକ ମାସ ସାରା ଦେବ ମନ୍ଦିର ଇତ୍ୟାଦିରେ ଦୀପଦାନ ଭଗବାନଙ୍କ ଉଦ୍ଧେଶ୍ୟରେ କରାଯାଇଥାଏ। ଏହା ଦ୍ବାରା ଅକାଳ ମୃତ୍ୟୁ ହୋଇନଥାଏ। ଶୁକ୍ଳ ଦଶମୀ ତିଥିଠାରୁ ଶ୍ରୀକୃଷ୍ଣଙ୍କ ଶରତ ରାସ ଯାତ୍ରା ଆରମ୍ଭ ହୋଇଥାଏ। ପୂର୍ଣ୍ଣିମା ଦିନ ରାସ ଉତ୍ସବ ଉଦଯାପନ ହୋଇଥାଏ। … Read more

ଏହିସବୁ ଖାଦ୍ୟ ଆମିଷ ଅଟେ ଯାହାକୁ ଆମେ ନିରାମିଷ ଭାବି ଠାକୁରଙ୍କ ବାରରେ ବି ଖାଇଥାଉ ଜାଣିରଖନ୍ତୁ ନହେଲେ ଲାଗିବ ପାପ

ଦୁନିଆରେ ଲୋକ ବିଭିନ୍ନ ପ୍ରକାରର ଜିନିଷର ଶୌଖିନ ହୋଇଥାନ୍ତି। ଯେଉଁଥିରେ କିଛି ଯାହାଙ୍କୁ ଖାଇବାର ଶୌକ ଅଧିକ ଥାଏ। ଅନେକ ଲୋକଙ୍କ ରୂଚି ମାଂସାହାରୀ ଭୋଜନ ଖାଇବାରେ ଥାଏ ତ ଆଉ କିଛି ଶାକାହାରୀ ଖାଇବାକୁ ଭଲ ପାଆନ୍ତି। ବର୍ତମାନ ସମୟରେ ଲୋକମାନେ ଭଲ ସ୍ୱାସ୍ଥ୍ୟ ପାଇଁ ସାକାହାରୀକୁ ଅଧିକ ମହତ୍ତ୍ୱ ଦେଇଥାନ୍ତି। ଆମ ହିନ୍ଦୁ ଧର୍ମରେ ସାତ ବାର ମଧ୍ୟରୁ କେତେକ ବାରକୁ ଲୋକମାନେ ଭଗବାନଙ୍କ ବାର ମାନି ସେ ଦିନ ନିରାମିଷ ଖାଇଥାନ୍ତି। ହେଲେ … Read more

ଦୀପାବଳି ପୂର୍ବରୁ ଘରୁ ବାହାର କରିଦିଅନ୍ତୁ ଏହି ୫ଟି ପୁରୁଣା ଜିନିଷ, ନହେଲେ ରାଗିଯିବେ ମା ଲକ୍ଷ୍ମୀ ପଡ଼ିବନି କୃପାଦୃଷ୍ଟି

ଆଲୋକର ପର୍ବ ଦୀପାବଳୀ, ସବୁଆଡେ ଏବେ ଉତ୍ସବ ମୁଖର।କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ପ୍ରତିବର୍ଷ ଦୀପାବଳି ପର୍ବ ପାଳନ କରାଯାଇଥାଏ। ଏହି ଖାସ୍‌ ଉତ୍ସବରେ ମା’ ଲକ୍ଷ୍ମୀ ଏବଂ ଗଣେଶଙ୍କ ପୂଜା ସହିତ ପୂରା ଘରକୁ ଦୀପରେ ସଜା ଯାଇଥାଏ। କୁହାଯାଏ, ଏହିଦିନ ମା’ ଲକ୍ଷ୍ମୀ ଧରାପୃଷ୍ଠରେ ଅବତରଣ କରିଥାନ୍ତି। ତେଣୁ ଏହିଦିନ ଘରକୁ ସଫାସୁତରା ରଖିଲେ ମା’ଙ୍କ ଶୁଭଦୃଷ୍ଟି ପଡ଼ିଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି। ତେଣୁ ଘରେ ଥିବା ଭଙ୍ଗାଦଦରା ସାମଗ୍ରୀ ବାହାରକୁ ଫିଙ୍ଗି … Read more

ଜାଣନ୍ତୁ ଧନତେରସ ଦିନ ଧାତୁ ପଦାର୍ଥ କିଣିବାର ଶୁଭ ମୁହୂର୍ତ୍ତ, ଏହି ସମୟରେ କିଣନ୍ତୁ ମା ଲକ୍ଷ୍ମୀ କରିବେ ଧନର ବର୍ଷା

୨୨ ଓ ୨୩ ନଭେମ୍ବର ୨୦୨୨, ଶନିବାର ଓ ରବିବାର ଏଥର ୨ ଦିନରେ ଧନତେରସ ବା ଧନ୍ଵନ୍ତରୀ ଉତ୍ସବ ପାଳନ କରାଯିବ। ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ପର୍ବଟି କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧାନର ଦେବୀଙ୍କ ଆଗମନ ହୋଇଥାଏ, ତେଣୁ ଏହି ଦିନଟିକୁ ଧନତେରସ ବା ଧନ୍ଵନ୍ତରୀ ବୋଲି କୁହାଯାଏ। ଧନତେରସ ବା ଧନ୍ଵନ୍ତରୀକୁ ଧାନ ତ୍ରୟୋଦଶୀ ବା ଧନ୍ଵନ୍ତରୀ ତ୍ରୟୋଦଶୀ ମଧ୍ୟ କୁହାଯାଏ। ଜ୍ୟୋତିଷଶାସ୍ତ୍ରରେ କହିବା ଅନୁସାରେ ସମୁଦ୍ର … Read more