ପୁଅଙ୍କ ପାଇଁ ବାହାଘର ପଡୁଛି ମହଙ୍ଗା, ଭୟରେ ବାହା ହେବାକୁ ରାଜି ହେଉନାହାଁନ୍ତି ପୁଅ, ଜାଣନ୍ତୁ ପୁରା ଖବର
ବାହା ହେବା ପାଇଁ ଏବେ ଡରୁଛନ୍ତି ପୁଅ । ଆପଣ ତ ଜାଣନ୍ତି ବାହାଘର ସମୟରେ ନାନା ପ୍ରକାରର ବିଧି ବିଧାନ ରହିଥାଏ । କିଛି ବିଧି ବିଧାନ ପୁଅ ପାଇଁ ରହିଥିବା ବେଳେ ଆଉ କିଛି ବିଧି ବିଧାନ ଝିଅ ପାଇଁ ରହିଥାଏ । ଏପରି ଏକ ଦେଶ ରହିଛି ଯେଉଁଠାରେ ପୁଅ ମାନଙ୍କୁ ଏପରି ଏକ ବିଧିର ପାଳନ କରିବାକୁ ପଡ଼ିଥାଏ ଯେଉଁଥି ପାଇଁ ସେମାନଙ୍କୁ ବେଶ୍ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ । ଏହି … Read more