ଦେଖନ୍ତୁ ଭିଡ଼ିଓ: ଏହି ପୂର୍ବତନ ମନ୍ତ୍ରୀ ନାମରେ ବିଜେଡି ନେତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ, କହିଲେ “ମୋ ସହ ୯ ବର୍ଷ ଧରି ସମ୍ୱନ୍ଧ ରଖି…”

ମହିଳା ଥାନାରେ ଅଭିଯୋଗ କରିଲେ ବିଜେଡି ନେତ୍ରୀ ସଂଯୁକ୍ତ ମହଲା, ତେବେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାମରେ ବିଜେଡି ନେତ୍ରୀ ବଡ଼ ଅଭିଯୋଗ ଆଣି କହିଲେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ଏବଂ ମୋ ସହ ଅନ୍ୟାୟ କରିଛନ୍ତି । ସେ ଆଗକୁ କହିଛନ୍ତି ଯେ “ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୋ ସହ ଦୀର୍ଘ ୯ ବର୍ଷ ଧରି ସମ୍ପର୍କ ରଖିଆସିଥିଲେ ଏବଂ ମୋ ସହ ଭଲ ପାଇବାର ଅଭିନୟ ମଧ୍ୟ କରୁଥିଲେ … Read more

ଦେଖନ୍ତୁ ଭିଡ଼ିଓ: “ସ୍ତ୍ରୀକୁ ଉଠେଇ ନେଇ ବାହା ହୋଇଗଲା ଏବେ କହୁଛି ତତେ ହାଣିବି” ନେହୁରା ହୋଇ ଯୁବକ କହିଲେ ଏମିତି

ରାଜ୍ ନାମକ ଜଣେ ଯୁବକ ସମୀର ଙ୍କ ସ୍ତ୍ରୀ କୁ ଉଠେଇ ନେଇଯିବି ବୋଲି ଧମକ ଦେଉଥିଲା, କହୁଥିଲା ତୋ ସ୍ତ୍ରୀକୁ ଉଠେଇ ନେଇ ବାହା ହେବି ଆଉ ତାପରେ ତତେ ହାଣିବି । ବଡ଼ କଥା ଏହା ଯେ ସେ ଯାହା କହୁଥିଲା ସବୁ ସତ ହେଲା, ଏବେ ରାଜ୍ ସମୀର ଙ୍କ ସ୍ତ୍ରୀ ବନିତାକୁ ଦିଲ୍ଲୀରେ ବିବାହ ମଧ୍ୟ କରି ସାରିଛି । ରାଜ୍ କହିଥିଲା ତୋ ସ୍ତ୍ରୀକୁ ବିବାହ କରିବାର ଦୁଇ ଦିନ … Read more

ଦେଖନ୍ତୁ ଭିଡ଼ିଓ: ମାଂସ ଖାଉଥିଲା ସ୍ୱାମୀ, ଆଉ ଏପଟେ ପ୍ରେମିକ ସହ ଚମ୍ପଟ ମାରିଲା ସ୍ତ୍ରୀ, ଘଟଣା ବିଷୟରେ ଜାଣିଲେ ତାଯୁବ ହେବେ ଆପଣ

ଏବେ ହିଁ ହିନ୍ଦୁ ରୀତି ନୀତି ଅନୁଯାୟୀ ଧୁମ ଧାମ ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ସ୍ତ୍ରୀକୁ ଖୁସି କରିବା ପାଇଁ ସ୍ବାମୀ ଉପହାରରେ ବି ଏକ ଦାମୀ ଗିଫ୍ଟ ଦେଇଥିଲା । ଏତେ ସବୁ ହେଲା ପରେ ବି ସ୍ୱାମୀ ର ପ୍ରେମ ପ୍ରେମ ସ୍ତ୍ରୀକୁ ବାନ୍ଧି ରଖି ପାରିଲା ନାହିଁ । ସ୍ବାମୀ ସହିତ ଗୋଟିଏ ଭଲ ସ୍ତ୍ରୀର ଅଭିନୟ କରି ଏକ ମାସ ସ୍ବାମୀ ସାଥିରେ … Read more

ଦେଖନ୍ତୁ ଭିଡ଼ିଓ: ଜଗପତି ଖୋଲିଲେ ମୁହଁ କହିଲେ “ଯଦି ବ୍ୟାନ କରିବାର ଥିଲା ଆଦିପୁରୁଷ କୁ କରିଥାନ୍ତ, ଏ ଫିଲ୍ମ୍ ରେ ତ…”

ଓଡ଼ିଆ ସିନେମ ର ଏକ ଘଟଣା ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।କିନ୍ତୁ ସେଥି ମଧ୍ୟରେ ଏମିତି କିଛି ଚଳଚ୍ଚିତ୍ର ରିଲିଜ ହେଉଛି ଯାହା ଲୋକମାନଙ୍କ ସହିତ କୋଠାର ଘାତ୍ ହେଉଛି ବୋଲି ଜଣାଯାଇଛି। ନିକଟରେ ରିଲିଜ୍ ହେଇଛି ଓଡ଼ିଆ ଚଳଚ୍ଚିତ୍ର ପ୍ରିୟେ ତୁମ ସିଏ। ଯାହା ବିଷୟରେ ଗଜପତି ନିଜର କଥା ଉପସ୍ଥାପନ କରିଛନ୍ତି। ସିନେମା ପ୍ରିୟେ ତୁମ ସିଏ ଯାହାକୁ କିଛି ଲୋକ ଭଲ ପାଇବା ଦେଉଥିବାବେଳେ ଆଉ କିଛି ଲୋକ … Read more

“ଜାତି କହିଲେ ଯଦି ବାଧୁଛି ତାହାଲେ ଆମ ସହ…” ଜିତୁ ରାଉତ ନିର୍ଦେଶକ ଏମିତି କଣ କହିଦେଲେ, ଦେଖନ୍ତୁ ଭିଡ଼ିଓ

ଅଭିନେତ୍ରୀ ଝିଲିକଙ୍କ ସିନେମା ‘ପ୍ରିୟେ ତୁ ମୋ ସିଏ’କୁ ନେଇ ଯେଉଁ ବିବାଦ ଦେଖାଦେଇଛି ସେ ବିଷୟରେ ତ ଆପଣ ଜାଣିଥିବେ। ଝିଲିକ ମୋସନ୍ ପିକ୍ଚର୍ସର ଏହି ସିନେମାର ସଂଳାପରେ ‘ହରିଜନ’ ଶବ୍ଦ ବ୍ୟବହାରକୁ ନେଇ ସୁକିନ୍ଦା ଥାନାରେ ଦଳିତ ମଞ୍ଚ ପକ୍ଷରୁ ଏତଲା ଦିଆଯାଇଛି। ଏହା ସହ ରାୟଗଡ଼ା ଜିଲ୍ଲାରେ ମଧ୍ୟ ଏହାକୁ ବିରୋଧ କରି ଥାନାରେ ଏତଲା ଦିଆଯାଇଛି।ସିନେମାରେ ନାୟିକା ନାୟକଙ୍କୁ ‘ତୁ ଜଣେ ହରିଜନ ପିଲା ଆଉ ମୁଁ ଜଣେ ସାମନ୍ତ ଘର … Read more

ଦୀର୍ଘଦିନ ଧରି ସେକ୍ସ ଠାରୁ ଦୂରେଇ ରହିବା ହୋଇପାରେ ହାନିକାରକ! ଆପଣ ହୋଇପାରନ୍ତି ଏହି ସବୁ ବଡ଼ ସମସ୍ୟାର ଶିକାର…

ଖାଇବା ପିଇବା ଏବଂ ଶୋଇବା ଭଳି ସେକ୍ସ ମଧ୍ୟ ଆମ ଜୀବନର ଏକ ପ୍ରମୁଖ ଅଙ୍ଗ ଅଟେ। ନିଜ ପାର୍ଟନରଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଏହା ମଣିଷକୁ ଉଭୟେ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରଖିଥାଏ। ତେବେ, ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ନ ରଖିଲେ ଆପଣ ଅନେକ ପ୍ରକାରର ଅସୁବିଧା ଏବଂ ରୋଗଗ୍ରସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ନିଜ ପାର୍ଟନର୍ ସହିତ ଶାରୀରିକ ସମ୍ପର୍କ ରଖିବା ପରେ ଶାରୀରରେ ଏକ … Read more

ଖବର କାଗଜ ଉପରେ ରଖା ଯାଇଥିବା ଖାଦ୍ୟ ଖାଉଛନ୍ତି କି? ସାବଧାନ! ହୋଇପାରନ୍ତି ଏହି ସବୁ ଭୟଙ୍କର ରୋଗର ଶିକାର

ଖବର କାଗଜରେ ଖାଦ୍ୟ ଗୁଡାଇ ଆଣିବା ଆମ୍ଭ ପାଇଁ ଏକ ସାଧାରଣ କଥା ଅଟେ। ଖାସ୍ କରି ଜଳଖିଆ ଆଣିବା ବେଳେ ଦୋକାନୀମାନେ ଖବରକାଗଜ ବ୍ୟବହାର କରୁଥିବା ଦେଖିବାକୁ ମିଳିଥାଏ। ତେବେ, ପରବର୍ତ୍ତୀ ସମୟରେ ଏହି ଅଭ୍ୟାସ ଆପଣଙ୍କ ପାଇଁ ଭାରି ପଡିପାରେ। ଖବରକାଗଜରେ ଲେଖିବା ପାଇଁ ବ୍ୟବହାର କରାଯାଉଥିବା ଇଂକ୍ ହିଁ ଏହାର ପ୍ରମୁଖ କାରଣ ଅଟେ। ବିଶେଷଜ୍ଞମାନଙ୍କ ମତରେ ଏହି ଇଂକରେ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର କରାଯାଇଥାଏ ଯାହାକି ମଣିଷ ଶରୀରରେ … Read more

ଯାଆଁଳା ଭଉଣୀଙ୍କୁ ଜଣେ ଯୁବକଙ୍କ ସହ ହେଲା ପ୍ରେମ, ଧୁମ୍ ଧାମରେ ହେଲା ବିବାହ, ଜାଣନ୍ତୁ ପୂରା ଘଟଣା

ଜଣେ ବରକୁ ବିବାହ କରିଲେ ଦୁଇ ଯାଆଁଳା ଭଉଣୀ। ମହାରାଷ୍ଟ୍ରର ସୋଲାପୁର ଠାରେ ଏଭଳି ଏକ ଭିନ୍ନ ପ୍ରକାର ଘଟଣା ଘଟିଯାଇଛି। ଯାଆଁଳା ଭଉଣୀଙ୍କ ନାମ ରିଙ୍କି ଏବଂ ପିଙ୍କି ହୋଇଥିବା ବେଳେ ସେମାନଙ୍କୁ ବିବାହ କରିଥିବା ଯୁବକଙ୍କ ନାମ ଅତୁଲ ବୋଲି ଜଣାପଡ଼ିଛି। ଉଭୟ ପରିବାରର ସମର୍ଥନରେ ହିଁ ଏହି ବିବାହ ଅନୁଷ୍ଠିତ ହୋଇଥିବା ଜଣାଯାଇଛି। ଖବର ଅନୁଯାଇ ଯାଆଁଳା ଭଉଣୀ ରିଙ୍କି ଏବଂ ପିଙ୍କି ଉଭୟେ ଆଇଟି ଇଞ୍ଜିନିୟର ଭାବରେ ମୁମ୍ବାଇରେ କାର୍ଯ୍ୟ କରନ୍ତି। … Read more

କୋୖଣସି ଝିଅ/ମହିଳାଙ୍କୁ ୧୪ ସେକେଣ୍ଡରୁ ଅଧିକ ସମୟ ଦେଖିଲେ ହେବ ଜେଲ୍? NCIBର ଟ୍ୱିଟ ବଢାଇଲା ପୁଅଙ୍କ ଚିନ୍ତା

ସର୍ବସଧାରଣ ସ୍ଥାନରେ ଜଣେ ମହିଳାଙ୍କୁ ୧୪ ସେକେଣ୍ଡ କିମ୍ବା ତା ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଚାହିଁ ରହିଲେ ଆପଣଙ୍କୁ ଜେଲ୍ ଯିବାକୁ ହେବ। ଏଭଳି କିଛି ଟ୍ୱିଟ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। NCIB(National Crime Investigation Bureau) ପକ୍ଷରୁ ଏଥିନେଇ ଏକ ଟ୍ୱିଟ କରାଯାଇଥିବା ଜଣାପଡିଛି। ଭାରତୀୟ ଦଣ୍ଡବିଧାନ IPC ଧାରା ୨୯୪ ଏବଂ ୫୦୯ ଅନୁଯାଇ ଜଣେ ମହିଳାଙ୍କୁ ୧୪ ସେକେଣ୍ଡ ପର୍ଯ୍ୟନ୍ତ ଚାହିଁ ରହିଲେ ଆପଣଙ୍କ ବିରୋଧରେ … Read more

ବୈଜ୍ଞାନିକଙ୍କ ବଡ଼ ଖୁଲାସା! କ୍ଷୀର ଠାରୁ ଅଧିକ ଲାଭଦାୟକ ଅଟେ ବିୟର୍, ସ୍ୱାସ୍ଥ୍ୟ ପାଇଁ ହିତକର ବିୟର

ସାଧାରଣତଃ ସୁସ୍ଥ ଶରୀର ଏବଂ ହାଡ଼ ଗୁଡିକୁ ଶକ୍ତ କରିବା ପାଇଁ ପ୍ରତିଦିନ ଦୁଇ ଗ୍ଲାସ୍ କ୍ଷୀର ପିଇବା ପାଇଁ ପରାମର୍ଶ ଦିଆଯାଇଥାଏ। ତେବେ, କ୍ଷୀର ପିଇବା ପରିବର୍ତ୍ତେ ଲୋକଙ୍କୁ ବିୟର୍ ପିଇବା ପାଇଁ ଉତ୍ସାହିତ କରୁଛି ‘ପିପୁଲ୍‌ ଫର୍‌ ଦି ଏଥିକାଲ୍‌ ଟ୍ରିଟ୍‌ମେଣ୍ଟ ଅଫ୍‌ ଆନିମଲ୍‌’ ଅଥବା ପେଟା। ପେଟାର ଏଭଳି ଯୁକ୍ତିକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି। ପେଟା ନିଜ ଅଫିସିଆଲ୍‌ ଷ୍ଟେଟମେଣ୍ଟରେ କହିଛି ଯେ ଯଅ, ବାଜରା, ଗହମ, ଚାଉଳ … Read more