କମ୍ ବୟସରୁ ବିବାହ କାରଣରୁ ଯୁବତୀଙ୍କ ମଧ୍ୟରେ ବଢୁଛି ଅବସାଦ ଓ ଆତ୍ମହତ୍ୟା, ଜାଣନ୍ତୁ କାରଣ
ଆଜି ମଣିଷ ବହୁ ଶିକ୍ଷିତ ଏବଂ ଆଧୁନିକ ସମାଜରେ ପାଦ ଥାପିଛି। ପୂର୍ବରୁ ସମାଜରେ ରହିଥିବା ଅନେକ ପ୍ରକାରର ଅନ୍ଧବିଶ୍ୱାସ ମଧ୍ୟ ଦୂର ହୋଇପାରିଛି। ତେବେ, ବାଲ୍ୟ ବିବାହ ଭଳି କିଛି ପ୍ରଥା ଆଜି ବି ମଣିଷ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏକ ରିପୋର୍ଟ ଅନୁଯାଇ ଭାରତ ସହିତ ଦକ୍ଷିଣ ଏସିଆର ଏକତୃତୀୟାଂଶ ଯୁବତୀ ୧୮ ବର୍ଷ ପୂର୍ବରୁ ବିବାହ କରୁଥିବା ଜଣାପଡିଛି। ତେବେ, ବାଲ୍ୟ ବିବାହ କରିବା ହେତୁ ମହିଳାମାନଙ୍କ ଠାରେ ମାନସିକ ଅସ୍ଥିରତା … Read more