କାହିଁକି ଇନ୍ଦ୍ରଦେବ ମହିଳାମାନଙ୍କୁ ମାସିକ ଧର୍ମର ଅଭିଶାପ ଦେଇଥିଲେ? ଏହା ପଛର ରହସ୍ୟ ଆଶ୍ଚର୍ଯ୍ୟ କରିଦେବ

ସମସ୍ତ ମହିଳାଙ୍କର ମାସିକ ଧର୍ମ ବା ରୁତୁସ୍ରାବ ହୋଇଥାଏ, ଯେଉଁଠାରେ ଡାକ୍ତରମାନେ ଏହାକୁ ଏକ ସାଧାରଣ ପଦ୍ଧତି ଭାବରେ ବିବେଚନା କରନ୍ତି। ତେବେ ହିନ୍ଦୁ ଧର୍ମ ଅନୁସାରେ ମହିଳାମାନଙ୍କ ପ୍ରତି ମାସରେ ହେଉଥିବା ମାସିକ ଧର୍ମ ଦେବରାଜ ଇନ୍ଦ୍ରଙ୍କ ଏକ ଅଭିଶାପ ଅଟେ। ଭାଗବତ ପୁରାଣ ଅନୁସାରେ ଅନୁସାରେ ସ୍ତ୍ରୀ ଲୋକମାନଙ୍କ ମାସିକ ଧର୍ମ କାହିଁକି ହୋଇଥାଏ, ଏହି ବିଷୟରେ ଗୋଟେ ପୌରଣିକ କଥା ରହିଛି। ପୂରାଣ ହିସାବରେ ବୃହସ୍ପତି ଦେବତମାନଙ୍କ ଗୁରୁଥିଲେ। ଗୋଟେ ଥର ସେ … Read more

ଏହି ବୟସରେ ମହିଳା ମା’ ହେଲେ ବୁଦ୍ଧିମାନ ହୋଇଥାଏ ଛୁଆ, ଜାଣନ୍ତୁ ବୟସ ଓ କାରଣ

ମଣିଷର ବାହାଘର ଓ ତାର ହେବାକୁ ଥିବା ସନ୍ତାନ ସହ ବହୁତ କିଛି ଜଡିତ ରହିଥାଏ। ବୁଦ୍ଧିମାନ ହେବାକୁ ସମସ୍ତେ ଚାହିଁଥାନ୍ତି। ଆଜିକାଲି ସମାଜରେ ପ୍ରାୟ ଦେଖିବାକୁ ମିଳେ ଝିଅକୁ ୨୦ ରୁ ୨୨ ବୟସ ମଧ୍ୟରେ ବିବାହ କରିଦିଆଯାଏ। ନିକଟରେ ଏକ ପରୀକ୍ଷଣ କରାଯାଇଛି, ଯାହାର ତଥ୍ୟ ସାମ୍ନାକୁ ଆସିବା ପରେ ଝିଅମାନଙ୍କ ଉଚିତ ବିବାହ ବୟସ ଏବଂ ଛୁଆ ଜନ୍ମ କରିବାର ଉଚିତ୍ ବୟସ ଜଣାପଡିଛି। ତଥ୍ୟ ଅନୁସାରେ ଜାଣିବା କେଉଁ ବୟସରେ ଛୁଆ … Read more

ମହିଳାଙ୍କ ଋତୁସ୍ରାବ ସମୟରେ ସହବାସ କେତେ ଲାଭ ଦାୟକ? ଜାଣନ୍ତୁ ଡାକ୍ତର କଣ କହୁଛନ୍ତି

ସମାଜରେ ପ୍ରତ୍ୟେକ ମହିଳା ମାନଙ୍କୁ ଋତୁଶ୍ରାବ ପରି ସମସ୍ୟା ର ସାମ୍ନା କରିବାକୁ ପଡିଥାଏ , ତାହା ଅତ୍ୟନ୍ତ କଷ୍ଟ ଦାୟକ ମଧ୍ୟ ପ୍ରତୀତ ହୋଇଥାଏ । ଏହି ସମୟରେ ମହିଳାମାନେ ବହୁତ ଉଦାସ ରହିଥାନ୍ତି ଏବଂ ଆମ ଶରୀରରେ ଥିବା ବର୍ଜ୍ୟବସ୍ତୁ ଗୁଡିକ ମଧ୍ୟ ନିଷ୍କାସିତ ହୋଇଥାଏ । ଏହି ସମୟରେ ମହିଳା ମାନଙ୍କର ଅଣ୍ଟା ବିନ୍ଧା ବା ପେଟ ଯନ୍ତ୍ରଣା ବା ମୁଣ୍ଡ ବିନ୍ଧା ପରି ସମସ୍ୟା ମାନ ଦେଖାଯାଏ । ଏହା ଆପଣଙ୍କର … Read more

ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି! ପରପୁରୁଷ ସହିତ ସମ୍ପର୍କ ରଖିଥିଲେ, ସ୍ଥାୟୀ ଭରଣପୋଷଣ ଦେବେନି ସ୍ୱାମୀ, ଜାଣନ୍ତୁ ପୂରା ଖବର

ଛାଡ଼ପତ୍ର ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହରିୟାଣା-ପଞ୍ଜାବ ହାଇକୋର୍ଟ। ପରପୁରୁଷ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ସ୍ୱାମୀ ସହିତ ଛାଡ଼ପତ୍ର ପରେ ସ୍ଥାୟୀ ଭରଣପୋଷଣ ମିଳିବନାହିଁ ବୋଲି କୋର୍ଟ ରାୟ ଦେଇଛନ୍ତି। ପରକୀୟା ପ୍ରୀତି ଥିବା ନେଇ ପ୍ରମାଣ ମିଳିଲେ ଭରଣପୋଷଣ ପାଇଁ ସ୍ୱାମୀ ଟଙ୍କାଟିଏ ବି ଦେବାକୁ ବାଧ୍ୟ ନୁହେଁ ବୋଲି କୁହାଯାଇଛି। ଖବର ଅନୁଯାଇ ୧୯୮୯ ମସିହା ମେ’ ୮ରେ ଏହି ଦମ୍ପତିଙ୍କର ବିବାହ ହୋଇଥିଲା। କିନ୍ତୁ, ବିବାହର ଦୀର୍ଘବର୍ଷ ପରେ ମଧ୍ୟ … Read more

କଣ ପ୍ରଥମ ଥର ଶାରିରୀକ ସମ୍ପର୍କ ଦ୍ୱାରା ମହିଳା ହୋଇ ଯାଆନ୍ତି ଗର୍ଭବତୀ ? ଜାଣନ୍ତୁ କଣ କହୁଛି ରିସର୍ଚ୍ଚ

ଆପଣ ଜାଣିଛନ୍ତି ବୈବାହିକ ଜୀବନରେ ନିଜର ଦାମ୍ପତ୍ୟ ଜୀବନ କୁ ଖୁସିର ସହିତ ଅତିବାହିତ କରିବା ପାଇଁ ଶାରୀରିକ ସମ୍ପର୍କ ସ୍ଥାପନ କରିବା ପ୍ରାୟତଃ ସବୁ ଦମ୍ପତ୍ତି ଙ୍କ ମଧ୍ୟରେ ହୋଇଥାଏ।ଏହା ଏକ ଭିନ୍ନ ଖୁସି ଏବଂ ଅନୁଭୂତି ଆଣି ଦେଇଥାଏ ଏବଂ ଉଭୟଙ୍କ ଭିତରେ ପ୍ରେମକୁ ଅଧିକ ମଜବୁତ କରିଥାଏ।ଏହା ବୈବାହିକ ଜୀବନରେ ଏକ ନୂତନ ରଙ୍ଗ ଭରି ଦେଇଥାଏ। କିନ୍ତୁ ଏଥିପାଇଁ ବହୁତ୍ କିଛି କଥା ଜାଣିବାକୁ ପଡ଼ିଥାଏ। ମିଳନ ପରେ ଜଣେ ମହିଳା … Read more

ସମୟ ସହିତ ସେକ୍ସ ପ୍ରତି ଇଚ୍ଛା କମିବାର ମୁଖ୍ୟକାରଣ କଣ! ବିବାହିତା ମାନେ ଥରେ ନିଶ୍ଚୟ ପଢନ୍ତୁ

କିଛି ଲୋକେ କହିଥାନ୍ତି ବୟସ ବୃଦ୍ଧି ହେବା ସହ ସେକ୍ସ ପ୍ରତି ଲୋକଙ୍କର ଇଚ୍ଛା ଶକ୍ତି ମଧ୍ୟ କମିଯାଇଥାଏ I କିନ୍ତୁ ପାର୍ଟନରଙ୍କ ସହ ସେକ୍ସ କରିବାରେ କେବେ ହେଲେ ଇଛାଶକ୍ତି କମି ନ ଥାଏ I ଆପଣଙ୍କର କିଛି ଖରାପ ଜୀବନଶୈଳୀକୁ ନେଇକି ହିଁ ବୈବାହିକ ଜୀବନରେ ଏପରି ସମସ୍ୟା ଦେଖିବାକୁ ମିଳିଥାଏ I ଅଧିକ ବ୍ୟାୟାମ କରିବା: ବ୍ୟାୟାମ କରିବା ସ୍ଵାସ୍ତ୍ୟ ପାଁଇ ଲାଭକାରୀ ହେଇଥାଏ I କିନ୍ତୁ ଅଧିକ ବ୍ୟାୟାମ କରିବା ଦ୍ୱାରା … Read more

ଚିକେନ୍-ମଟନ ଖାଉଥିବା ୯୯% ଲୋକଙ୍କୁ ଜଣା ନଥିବ ଏହି କଥା ଖାଇବା ପୂର୍ବରୁ ଏହି ଖବରକୁ ଥରେ ନିଶ୍ଚିତ ପଢ଼ନ୍ତୁ ନହେଲେ ପରେ ପସ୍ତେଇ ପାରନ୍ତି

ଯଦି ଆପଣ ଚିକେନ ମଟନ ର ଶୌଖିନ୍ ଅଟନ୍ତି ଆଉ ଏହାକୁ ନ ଖାଇଲେ ଆପଣ ରହି ପାରୁନାହାଁନ୍ତି। ତେବେ ଆପଣଙ୍କୁ ସାବଧାନ ହେଇଯିବାକୁ ପଡିବ। କାହିଁକି ନା ଚିକେନ୍ ମଟନ ଅଧିକ ଖାଇବା ଆପଣଙ୍କୁ ଡାକ୍ତରଖାନା ପହଞାଇ ପାରେ। ଏକ ରିସର୍ଚ୍ଚ ଅନୁସାରେ ଯେଉଁଠି ପନିପରିବା, ଅଲିଭ ତୈଳ, ଓ ପ୍ରୋଟିନ ରେ ଭରପୁର୍ ସାକାହାରୀ ଖାଦ୍ୟ ଖାଇବାରୁ ଫାଇଦା ହୋଇଥାଏ ତ ଆନିମଲ ପ୍ରଡକ୍ଟ ଯେମିତି କି ମାଂସ ସେବନ କରିବା ଦ୍ୱାରା ଆପଣଙ୍କୁ … Read more

ପ୍ରତ୍ୟେକ ଝିଅଙ୍କୁ ଶାରୀରିକ ସମ୍ବନ୍ଧ ରଖି ସାରିବା ପରେ ଏହି 3ଟି କାମ କରିବା ଉଚିତ୍, ନହେଲେ ଭୟଙ୍କର ହୋଇପାରେ ପରିସ୍ଥିତି

ଅଭିଜ୍ଞତାକୁ ଭଲ କରିବା ପାଇଁ ଶାରୀରିକ ସମ୍ବନ୍ଧ ପୂର୍ବରୁ ଆମେ ଅନେକଗୁଡ଼ିଏ କାମ କରିଥାଉ। ଆମେ ପ୍ରାୟତଃ ଭୁଲିଯାଉ ଯେ ଏହା ପରେ ମଧ୍ୟ ଆମେ ଯାହା କରିଥାଉ ତାହା ପ୍ରକୃତରେ ଆମକୁ ଅନେକ ଅପ୍ରୀତିକରତାରୁ ରକ୍ଷା କରିପାରିବ। ଏଠାରେ କିଛି କାମ ପ୍ରତ୍ୟେକ ମହିଳାଙ୍କୁ ଶାରୀରିକ ସମ୍ବନ୍ଧ ପରେ ଚେଷ୍ଟା କରିବା ଉଚିତ୍। ପରିସ୍ରା କରିବା : ଆପଣ ବୋଧହୁଏ ଏହା ପୂର୍ବରୁ ଅନେକ ଥର ଶୁଣିଥିବେ, କିନ୍ତୁ ଏହା ପୁନର୍ବାର ଶୁଣନ୍ତୁ କାରଣ ଏହା … Read more

କଣ ଆପଣଙ୍କ ହାତରେ ବି ବନୁଛି ଏପରି M ରେଖା? ଏହା ପଛର ରହସ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ

ମଣିଷ ସବୁବେଳେ ଚେଷ୍ଟା କରେ ନିଜ ଭବିଷ୍ୟତ ବିଷୟରେ ଜାଣିବା ପାଇଁ। ଏହିସବୁ ଜିନିଷରେ ସାହାଯ୍ୟ କରିଥାଏ ଜ୍ୟୋତିଷ ଶାସ୍ତ୍ର,ହସ୍ତରେଖା ଇତ୍ଯାଦି। ଯଦି ଆପଣ ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ କରନ୍ତି ତେବେ ଏହା ଦ୍ବାରା ଅନେକ କଥା ସଠିକ ସୂଚନା ଜଣା ପଡିଥାଏ। ହସ୍ତରେଖା ବି ଆମକୁ ଆମ ଭବିଷ୍ୟତ ବିଷୟରେ ଅନେକ ସୂଚନା ଦେଇଥାଏ। ଏମିତିରେ ତ ହାତରେ ବହୁତ୍ ସାରା ରେଖା ହୋଇଥାଏ ଏମିତିରେ ଆପଣଙ୍କ ହାତରେ ହାର୍ଟ ଲାଇନ୍, ଫେଟ ଲାଇନ୍, ଲାଇଫ … Read more

ରକ୍ତ ବୃଦ୍ଧିଠାରୁ ଆରମ୍ଭ କରି ରୋଗ ପ୍ରତିରୋଧକ ଶକ୍ତି ବଢାଇବା, ଜାଣନ୍ତୁ ଶୀତଦିନେ ଗୁଡ଼ ଖାଇବାର ୮ଟି ଫାଇଦା

ଗୁଡ଼କୁ ଚିନି ସବୁଠାରୁ ସୁସ୍ଥ ବିକଳ୍ପ ଭାବରେ ବିବେଚନା କରାଯାଏ । ଗୁଡ଼ରେ ଥାଏ ପ୍ରାକୃତିକ ମିଠା ଯାହା ଖାଇବାକୁ ଯେମିତି ସ୍ୱାଦିଷ୍ଟ, ଶରୀର ପାଇଁ ବି ସେମିତି ଲାଭଦାୟକ । ଶୀତଦିନେ ଗୁଡ଼ର ବ୍ୟବହାର ବଢିଯାଏ । ଗୁଡ଼ରେ ପ୍ରୋଟିନ୍, କୋଲାଇନ୍, ବିଟାଏନ୍, ଭିଟାମିନ୍ B12, B6, ଫୋଲେଟ୍, କ୍ୟାଲସିୟମ୍, ଆଇରନ୍, ଫସଫରସ୍, ମ୍ୟାଗ୍ନେସିୟମ୍, ସେଲେନିୟମ୍, ମାଙ୍ଗାନିଜ୍ ଏବଂ କାର୍ବୋହାଇଡ୍ରେଟ୍ ଭଳି ଅନେକ ତତ୍ତ୍ଵ ଥାଏ । ଅନେକ ଗୁଣକାରୀ ହୋଇଥିବା ହେତୁ ଏହାକୁ ସୁପର … Read more