ଦେଖନ୍ତୁ ଭିଡ଼ିଓ: ଚମଡା ବ୍ୟାଗ୍ କୁ ନେଇ ଏବେ ଚର୍ଚ୍ଚା ରେ ଜୟା କିଶୋରୀ। ଏହାକୁ ନେଇ ମୁହଁ ଖୋଲିଲେ ଜୟା କିଶୋରୀ…

ବର୍ତ୍ତମାନ ଚମଡା ବ୍ୟାଗ୍ କୁ ନେଇ ଏକ ବିବାଦର ବିଷୟ ପାଲଟିଛନ୍ତି ପ୍ରସିଦ୍ଧ ଆଧ୍ୟାତ୍ମିକ ବକ୍ତା ତଥା ଗାୟିକା ଜୟା କିଶୋରୀ। ଦୁଇ ଲକ୍ଷ ରୁ ଅଧିକ ଟଙ୍କା ର ବ୍ୟାଗ୍ ନେଇ ବିମାନ ବନ୍ଦରରୁ ଫେରୁଥିବା ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେବା ପରେ ତାଙ୍କୁ ଖୁବ୍ ସମାଲୋଚନା କରାଯାଉଛି। ଏହି ବ୍ୟାଗ୍ ଚମଡା ରେ ତିଆରି ବୋଲି ଏହା ଚର୍ଚ୍ଚା ର ବିଷୟ ପାଲଟିଛି। ହେଲେ ଏହି ବିବାଦର ଏବେ ମୁହଁ ଖୋଲିଛନ୍ତି … Read more

ଚିନ୍ତାରେ ବସିବେ ପୁଅ ଅଭାବ ହେବେ ଝିଅ, ବାହାଘର ପାଇଁ ଆଉ ମିଳିବେନି ଝିଅ, ଜାଣନ୍ତୁ ପୁଅଙ୍କ ଭିତରେ ଝିଅ ପାଇଁ କଣ ଘଟିବ

ମାଳିକା ବଚନ ନ ହୁଅଇ ଆନ । ଏ କଥା ଆପଣ ନିଶ୍ଚିତ ଶୁଣିଥିବେ । ତେବେ ମାଳିକା ବଚନ ଅନୁସାରେ କିଛି ଏପରି ଭୟଙ୍କର ହେବାକୁ ଯାଉଛି ୨୦୨୪ରେ । ମାଳିକା ବଚନ ଅନୁସାରେ ୨୦୨୪ରେ କଳିଯୁଗ ଶେଷ ହେବାର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଭୂମିକମ୍ପ , ଅକାଳ ମରୁଡି ଭଳି ଅନେକ ଭୟଙ୍କର ପରିସ୍ଥିତି ଦେଖା ଦେବ ।  ଏହା ସହିତ ଅନ୍ୟ ଏକ ବାଣୀ ଯାହା ସତ ହେଉଛି ଏବଂ … Read more

ଟ୍ରେନରେ ବିକ୍ରି ହେଉଥିବା ଖାଦ୍ୟ ଖାଉଥିଲେ ଦେଖି ନିଅନ୍ତୁ ଏହି ଭିଡିଓକୁ, କିପରି ପ୍ରସ୍ତୁତ ହେଉଛି ଝାଲମୁଢି

ଟ୍ରେନରେ ଯାତ୍ରା କରିବାବେଳେ ଅନେକ ସମୟରେ ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥାଏ। ଏଭଳି ପରିସ୍ଥିତିରେ ଯେକେହି ଚିନ୍ତିତ ତଥା ଭୟଭୀତ ହେବା ସ୍ୱାଭାବିକ। କେବଳ ଏତିକି ନୁହେଁ, ଯାତ୍ରା ସମୟରେ ବହୁତ ଭୋକ ଲାଗୁଥିବ। ଏବଂ ଆଖପାଖରେ ଖାଇବାକୁ କିଛି ନଥିବ, ସେହି ପରିସ୍ଥିତିରେ ଟ୍ରେନରେ ଯାତ୍ରୀମାନଙ୍କ ଟାଇମପାସ୍ ପାଇଁ କିଛି ବେପାରି ଚଣା, ଝାଲମୁଢ଼ି, ଚିପ୍ସ, ସ୍ନାକ୍ସ ଇତ୍ୟାଦି ବିକ୍ରି କରିଥାନ୍ତି ।  ଏଥିରୁ ସେମାନେ ୨ ପଇସା ରୋଜଗାର ମଧ୍ୟ କରିଥାନ୍ତି । କିନ୍ତୁ … Read more

ଦେଖନ୍ତୁ ଭିଡ଼ିଓ : ଓଡ଼ିଶାର ଏହି ଜାଗାରେ ଆକାଶରୁ ଶୁଣାଗଲା ଦୁଇଟି ପ୍ରଚଣ୍ଡ ଶବ୍ଦ! ଥରି ଉଠିଲା ଭୂମି, ଦୋହଲିଲା ଘରଦ୍ୱାର, ସମସ୍ତେ ଏବେ ଭୟଭୀତ…

ଧନତେରାସ ଦିନ ଅର୍ଥାତ ୨୯ ଅକ୍ଟୋବର ଦିନ ରାଜ୍ୟର ଆକାଶରୁ ଶୁଣିବାକୁ ମିଳିଛି ଦୁଇଟି ପ୍ରଚଣ୍ଡ ଶବ୍ଦ। ଏହି ଶବ୍ଦ ଶୁଣିବା ପରେ ଲୋକମାନେ ଭୟରେ ଆତଙ୍କିତ ହୋଇପଡ଼ିଛନ୍ତି। ଏହି ପରି ଶବ୍ଦ ଆଗରୁ ମଧ୍ୟ ରାଜ୍ୟର ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ଶୁଣିବାକୁ ମିଳିଥିଲା। ସୂଚନା ମୁତାବକ, ୨୯ ତାରିଖ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ସକାଳ ୧୦.୩୦ ସମୟରେ ହଠାତ ଆକାଶରୁ ଶୁଣିବାକୁ ମିଳିଥିଲା ଏକ ଭୟଙ୍କର ଶବ୍ଦ। ଏହି ଶବ୍ଦରେ ଘରଦ୍ୱାର ଥରି … Read more

ଧଳା ବାନା ପାଇଁ ଭୟଙ୍କର ବାତ୍ୟାଠୁ ରକ୍ଷା ପାଇଲା ଓଡିଶା, ବାତ୍ୟାର ତାଣ୍ଡବକୁ ବାନାରେ ଗଣ୍ଠି କରି ବିପଦକୁ ହରଣ କଲେ ମହାପ୍ରଭୁ

ପୁରୀ ଶ୍ରୀମନ୍ଦିରରେ ଘଟିଲା ବିରାଟ ଚମତ୍କାର। ପୁରୀ ଶ୍ରୀମନ୍ଦିର ପତିତପାବନ ବାନାରେ ପଡିଲା ଶୂନ୍ୟ ଗଣ୍ଠି । ବାତ୍ୟା ଦାନା ଠାରୁ ଓଡ଼ିଶାବାସୀଙ୍କୁ ସୁରକ୍ଷିତ ରଖିବାର କାମନା କରି ଶ୍ରୀମନ୍ଦିରରେ ଉଡିଥିଲା ଧବଳ ବାନା । ଏହା ସହ ବାତ୍ୟାକୁ ଦୁର୍ବଳ କରିବା ପାଇଁ ବଡ଼ ଠାକୁରଙ୍କ ପାଖରେ ପ୍ରାର୍ଥନା ଏବଂ ଆଳତି ମଧ୍ୟ କରାଯାଇଥିଲା । ପତିତପାବନ ବାନାରେ ଚନ୍ଦ୍ର-ସୂର୍ଯ୍ୟ ଥାନ୍ତି । ପବିତ୍ର ନାଦ- ବିନ୍ଦୁ ପରଂବ୍ରହ୍ମଙ୍କ ଧ୍ୱଜା ମଧ୍ୟ ଭାଗରେ ଥିବା ଅର୍ଦ୍ଧ- … Read more

୩୧ ତାରିଖ ଗୁରୁବାର ରାଶିଫଳ : ଦୀପାବଳୀରେ ଧନ ଲକ୍ଷ୍ମୀ ଯୋଗ ଦ୍ଵାରା ଲାଭବାନ ହେବେ ବୃଷ, କର୍କଟ ଏବଂ ତୁଳା ରାଶି ସମେତ ଏହି ରାଶି, ଜାଣନ୍ତୁ ଆପଣଙ୍କ ରାଶିଫଳ।

ମେଷ ରାଶି : ସମସ୍ତ ସୁବିଧା ଥାଇ ମଧ୍ୟ କାମ ହାସଲରେ ବାଧା ଉପୁଜିବ। ଦୀର୍ଘଦିନରୁ ଟଙ୍କା ନେଇଥିବା ଲୋକ ବିଷୟରେ କିମ୍ବା ବ୍ୟବସାୟିକ ବିଫଳତାକୁ ନେଇ ଚିନ୍ତିତ ରହିବେ। କୌଣସି ବିବାଦୀୟ ବିଷୟ ସକାଶେ ପାଖ ପଡ଼ୋଶୀମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି। ପରିସ୍ଥିତିବଶତଃ କାମ ଚାପରେ ନିଜକୁ ଆଡ୍‌ଜଷ୍ଟ କରିବାକୁ ବାଧ୍ୟ ହେବେ। ବୃଷ ରାଶି : ଆଜି ଆପଣଙ୍କ ଦିନ ସୁଖଦାୟକ ହେବ। ସମସ୍ତ ଇଚ୍ଛା ପୂରଣ ହେବ। ଦୂରରେ ରହୁଥିବା ସମ୍ପକୀୟ ଠାରୁ … Read more

୩୦ ଅକ୍ଟୋବର ବୁଧବାର ରାଶିଫଳ : ମିଥୁନ-ତୁଳା ରାଶିର ଲୋକମାନେ ଆଜି ପାଇବେ ଖୁସି ଖବର, ଅନ୍ୟ ରାଶିମାନଙ୍କର କିପରି କଟିବ ଦିନ ଆସନ୍ତୁ ଜାଣିବା।

ମେଷ ରାଶି : କୃତ୍ତିକା ନକ୍ଷତ୍ର ସକାଳୁ ସ୍ବାସ୍ଥ୍ୟ ଓ ପୂର୍ବ ଶତ୍ରୁତା ସମ୍ପର୍କୀୟ ଚିନ୍ତା କରିବେ। ଆନୁଷ୍ଠାନିକ କାମରେ ସଫଳତା ପାଇବାରେ ଅସୁବିଧା ହେବ ନାହିଁ। କାମ ହାସଲରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିପାରନ୍ତି କିନ୍ତୁ କରଜକୁ କେନ୍ଦ୍ରକରି କଳହ ଲାଗିପାରେ। ସାଧାରଣ କଥାରେ ଭ୍ରାତୃ ସମ୍ପର୍କ, ବନ୍ଧୁପ୍ରୀତି, ଅର୍ଥପ୍ରାପ୍ତି , ଯାତ୍ରା ଓ ଆଲୋଚନା ବାଧାପ୍ରାପ୍ତ ହେବ। ବୃଷ ରାଶି : ଆପଣ ଅନ୍ୟମାନଙ୍କୁ ମନେଇ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ … Read more

ଏହି ରାଶିଗୁଡିକ ହେଉଛି କୁବେର ଦେବଙ୍କର ପ୍ରିୟ ରାଶି, ସେମାନେ ଜୀବନର କେବେ ନା କେବେ ହୋଇଥାନ୍ତି କୋଟିପତି।

କୁବେର ଦେବ ହେଉଛନ୍ତି ଧନର ଦେବତା। ଦୀପାବଳିରେ ଦେବୀ ଲକ୍ଷ୍ମୀଙ୍କ ସହିତ ଗଣେଶ ଭଗବାନ ଏବଂ କୁବେର ଦେବଙ୍କୁ ମଧ୍ୟ ପୂଜା କରାଯାଏ, ଯାହାଫଳରେ ସେମାନଙ୍କ ଆଶୀର୍ବାଦ ଦ୍ୱାରା ଆମକୁ ଧନ ପ୍ରାପ୍ତ ହୁଏ। ଜ୍ୟୋତିଷ ଶାସ୍ତ୍ରରେ ଏପରି 4 ଟି ରାଶି ବିଷୟରେ କୁହାଯାଇଛି ଯାହାଙ୍କ ଉପରେ ପ୍ରଭୁ କୁବେର ଦେବଙ୍କ ବିଶେଷ କୃପା ରହିଥାଏ। କୁବେର ଦେବଙ୍କର ପ୍ରିୟ ରାଶି। ଵୈଦିକ ଜ୍ୟୋତିଷ ଅନୁଯାୟୀ ପ୍ରତ୍ୟେକ ରାଶି ର କିଏ ନା କିଏ ସ୍ବାମୀ … Read more

ଜଙ୍ଗଲ ଭିତରେ ପ୍ରେମିକକୁ ମାଡମାରି ପ୍ରେମିକାକୁ ଗଣଦୁଷ୍କର୍ମ…

ଜଙ୍ଗଲ ଭିତରେ ପ୍ରେମିକକୁ ମାଡମାରି ପ୍ରେମିକାକୁ ଗଣଦୁଷ୍କର୍ମ କରି ଭିଡିଓ ଭାଇରାଲ ମାମଲାରେ ତିନିଜଣ ଯୁବକ ଗିରଫ।ଏପରି ଏକ ଛାତି ଥରା ଘଟଣା ଘଟିଯାଇଛି ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଫତେଗଡ ଥାନା ଅଞ୍ଚଳରେ। ଗତ ରବିବାର ( ଅକ୍ଟୋବର ୨୦) ଦିନ ଜଣେ ୨୧ ବର୍ଷିୟା ଯୁବତୀ ତାଙ୍କ ପୁରୁଷ ବନ୍ଧୁ ସହିତ ଦ୍ୱିତୀୟ ଅଯୋଧ୍ୟା କୁହାଯାଉଥିବା ଫତେଗଡ ଶ୍ରୀରାମ ମନ୍ଦିରକୁ ଆସିଥିଲେ। ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିସାରି ବାଇକରେ ସନ୍ଧ୍ୟା ସାଢେ଼ ଛଅଟା ବେଳେ ଫେରୁଥିବା … Read more

ଯଦି ଆପଣ ବାଣ ଫୁଟାଇବା ସମୟରେ ଜଳିଯାଆନ୍ତି, ତୁରନ୍ତ ଘରେ ରଖାଯାଇଥିବା ଏହି 7 ଟି ଜିନିଷକୁ ପ୍ରୟୋଗ କରନ୍ତୁ, ଆପଣଙ୍କୁ ଡାକ୍ତରଙ୍କ ନିକଟକୁ ଯିବାକୁ ପଡିବ ନାହିଁ।

ଦୀପାବଳି ସମୟରେ କ୍ରାକର ଫାଟିଯିବା ସମୟରେ ଅନେକ ଥର ଦୁର୍ଘଟଣା ଘଟେ। ଅନେକ ସମୟରେ ଡାକ୍ତରଖାନା ଯିବାର ଆବଶ୍ୟକତା ପଡିଥାଏ। ଏହାର କାରଣ ହେଉଛି ଦୀପାବଳି ଦିନ ପିଲାମାନେ ବାଣ ଜାଳିବାକୁ ଅଧିକ ଉତ୍ସାହିତ ହୁଅନ୍ତି, ଯେଉଁଥିପାଇଁ ସେମାନେ ସତର୍କତା ଅବଲମ୍ବନ କରିବାକୁ ଭୁଲିଯାଆନ୍ତି। କୌଣସି ଅଘଟଣ ଘଟିଲେ ସମଗ୍ର ପରିବାରକୁ ଯନ୍ତ୍ରଣା ଭୋଗିବାକୁ ପଡିଥାଏ। କିନ୍ତୁ ଆପଣ ଜାଣନ୍ତି କି, ଅନେକ ଘରୋଇ ଉପଚାର ଅଛି, ଯାହାକୁ ଆପଣ ଡାକ୍ତରଙ୍କ ପାଖକୁ ଯିବା ପୂର୍ବରୁ ଘରେ … Read more