ଦେଖନ୍ତୁ ଭିଡ଼ିଓ: କିନ୍ନରକୁ ପ୍ରେମ ରେ ଫସେଇ ରଖିଲା ଶାରୀରିକ ସମ୍ପର୍କ। ଆଉ ତାପରେ ହାଣିଦେଲା…
ସଞ୍ଜନା ନାମକ ସୁନ୍ଦରୀ କିନ୍ନର ଜଣକ ବସଷ୍ଟାଣ୍ଡ, ମନ୍ଦିର ଏବଂ ପାର୍କରେ ବୁଲି ବୁଲି ଲୋକଙ୍କୁ ଆର୍ଶୀବାଦ ଦେଉଥିଲା । ସଞ୍ଜନା ଜୀବନରେ ଯେତେବେଳେ କିସାନ ଆସିଥିଲା ସେତେବେଳେ ତାର ଭାଗ୍ୟ ବଦଳି ଯାଇଥିଲା । ସଞ୍ଜନା ଜଣେ କିନ୍ନର ଥିବା ଜାଣି ମଧ୍ୟ କିସାନ୍ ତାଙ୍କୁ ଭଲ ପାଇଥିଲେ। ୨୦୧୬ ମସିହାରେ ସେମାନେ ବିବାହ କରିଥିଲେ । ସେମାନେ ବହୁତ ଖୁସିରେ ଥିଲେ । ଏହାପରେ ୮ ବର୍ଷ ପରେ ସବୁକିଛି ବଦଳି ଯାଇଥିଲା । … Read more