ଶୁଣନ୍ତୁ ଅଡିଓ: ଅଙ୍ଗନୱାଡି ଦିଦିଙ୍କ ଭିତିରି କଥାକୁ ପଦାରେ ପକାଇଲେ ଅଙ୍ଗନୱାଡି ହେଲ୍ପର, ଶୁଣିଲେ ତାଯୁବ ହେବେ ଆପଣ
ଏକ ବଡ ଅଭିଯୋଗ ଆସିଛି ଅଙ୍ଗନବାଡି ଦିଦି ଙ୍କ ନାମ ରେ । ଗାଁ ରେ ଅଙ୍ଗନବାଡ଼ି କେନ୍ଦ୍ର ରହିଥିଲେ ମଧ୍ୟ ତାହା ଏବେ ପରିଣତ ହୋଇଯାଇଛି ଭୂତ କୋଠୀ ରେ । ପିଲାମାନେ ସେଠାକୁ ଆଉ ପାଠ ପଢ଼ିବା ପାଇଁ ଯାଉନାହାଁନ୍ତି । ଦିଦି ନିଜ ଘରେ ଅଙ୍ଗନବାଡ଼ି ର ବୋର୍ଡ ଲଗେଇ ପାଠ ପଢ଼ାଉଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ ଅନ୍ତର୍ଗତ କୋଚିପଦର ପଞ୍ଚାୟତ ତରିଗାତି … Read more