ବିଛା ରାଶିକୁ ଶୁକ୍ର ଗୋଚର, ଶୁଭଫଳ ମିଳିବା ସହ ଏହି ୩ ରାଶି ଉପରେ ହେବ ଧନ ବର୍ଷା!
ଆପଣ ଜାଣିଥିବେ ଯେ ଗ୍ରହର ପ୍ରଭାବ ରାଶି ଉପରେ ପଡିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରି ଥାଆନ୍ତି । ଏହି କ୍ରମରେ ବର୍ତ୍ତମାନ ଶୁକ୍ର ତୁଳା ରାଶିରେ ବିରାଜମାନ ଥିବା ବେଳେ ଡିସେମ୍ବର ୨୫ ତାରିଖ, ସକାଳ ୬ଟା ୪୫ ମିନିଟ୍ ସମୟରେ ବିଛା ରାଶିକୁ ଚଳନ କରିବେ । ଏହାସହିତ ଶୁକ୍ର ୧୮ ଜାନୁଆରୀ, ୨୦୨୪ ରେ ମୂଳା ନକ୍ଷେତ୍ରକୁ ଗମନ କରିବେ । … Read more