ଓଡ଼ିଆ ଅଭିନେତ୍ରୀ ଏଲିନା ଆଗରୁ ସ୍କୁଲବେଳେ କେମିତି ଦେଖାଯାଉଥିଲେ, କ୍ଲିକ କରି ଦେଖନ୍ତୁ ସବୁ ଫଟୋ

ଦର୍ଶକ ମାନେ ନିଜ ମନ ପସନ୍ଦର ବା ଅତିପ୍ରିୟ ହିରୋ ବା ହିରୋଇନ ମାନଙ୍କର ରିଏଲ ଲାଇଫ୍ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ଦର୍ଶକ ମାନଙ୍କୁ ସେମାନଙ୍କ ଅଭିନୟ ବହୁତ ସୁନ୍ଦର ଲାଗିବା ସହିତ ଆଟ୍ରାକ୍ଟିଭ ମଧ୍ୟ କରିଥାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ଅଲିଉଡ୍ ଜଗତର ଆପଣ ମାନଙ୍କର ଅତିପ୍ରିୟ ହିରୋଇନ ଏଲିନା ସାମନ୍ତରାୟ ଙ୍କ ବିଷୟରେ । ତେବେ ଆସନ୍ତୁ ଜାଣିବା ତାଙ୍କ ରିଏଲ ଲାଇଭ୍ ବିଷୟରେ ।

ତେବେ 1996 ମସିହାରେ ଜନ୍ମ ଗ୍ରହଣ କରିଥିବା ଏଲିନା ଖୁବ୍ କମ୍ ବୟସରେ ମଧ୍ୟ ଓଡିଆ ଫିଲ୍ମୀ ଇଣ୍ଡଷ୍ଟ୍ରୀରେ ତାଙ୍କର ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସାରିଛନ୍ତି । ତାଙ୍କ ଅଭିନୟ. ଦେଖିବା ପାଇଁ ଛୋଟ ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ଦିୱାନ । ଏଲିନା ଙ୍କ ଆକ୍ଟିଙ୍ଗ ର ଯାଦୁ ବଳରେ ନିକଟରେ ହୋଇଥିବା ତରଙ୍ଗ ସିନେ ଆୱାର୍ଡ 2019 ରେ ମଧ୍ୟ ସବ୍ୟସାଚୀଙ୍କ ସହିତ ବେଷ୍ଟ ଯୋଡି ଆୱାର୍ଡ ମଧ୍ୟ ପାଇଥିଲେ । ତେବେ ଏଲିନା ତାଙ୍କର ଛୋଟ ବେଳର ସମୟ ରାଉଲକେଲାରେ ବିତାଇଛନ୍ତି , ସେ ରାଉଲକେଲା ରେ ଥିବା ଦିଲ୍ଲୀ ପବ୍ଲିସ୍ ସ୍କୁଲରେ ପାଠ ମଧ୍ୟ ପଡୁଥିଲେ ।

ଅଗଣିତ ଦର୍ଶକମାନେ ଏଲିନାଙ୍କର ଅଭିନୟକୁ ଖୁବ୍ ପସନ୍ଦ କରନ୍ତି , ତା ସହିତ ତାଙ୍କର ଗୁଡ୍ ଲୋକିଙ୍ଗ ମଧ୍ୟ ବହୁତ ପସନ୍ଦ ଆସିଥାଏ । ଛୋଟ ବେଳୁ ସେ ଅଭିନୟ କରିବା ପାଇଁ ଚିନ୍ତା କରିଥିଲେ , ପରିଶେଷରେ ସେ ସଫଳତା ଶୀର୍ଷରେ ପହଞ୍ଚି ପାରିଛନ୍ତି । ସୁନ୍ଦର ଅଭିନୟ ସାଙ୍ଗକୁ ସୁନ୍ଦର ଡ୍ୟାସ ମଧ୍ୟ ଏଲିନା କରନ୍ତି , ଛୋଟ ବେଳୁ ନିଜ ପିତା ମାତାଙ୍କ ଠାରେ ବଢି ଆସିଥିବା ଏଲିଲା ବର୍ତ୍ତମାନ ଏକ ସୁନ୍ଦର ଅଭିନେତ୍ରୀ ଭାବେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଆପଣ ମାନେ ଏହି ଭିଡିଓ ମାଧ୍ୟମରେ ଏଲିନାଙ୍କ ଛୋଟ ବେଳର ଫୋଟ ଦେଖି ପାରୁଥିବେ .। ଯେଉଁଥିରେ ସେ ନିଜ ସାଙ୍ଗ ମାନଙ୍କ ସହିତ ସୁନ୍ଦର ପୋଜ ରେ ଫୋଟ ଉଠାଇଛନ୍ତି ।

ଏଲିନା ସମସ୍ତ ହିରୋ ମାନଙ୍କ ସହିତ କାମ କରି ସାରିଛନ୍ତି ଏବଂ ଦର୍ଶକ ମାନଙ୍କୁ ସୁନ୍ଦର ସୁନ୍ଦର ଫିଲ୍ମୀ ମଧ୍ୟ ଭେଟି ଦେଇଛନ୍ତି । ଏଲିନା ନିଜ ଫ୍ୟାମିଲି ମେମ୍ୱର ମାନଙ୍କ ସହିତ ମଧ୍ୟ ବହୁତ ଖୁସୀ ଥିବାର ନଜର ଆସୁଛନ୍ତି ।

ଛୋଟବେଳ ସମୟରେ ଏଲିନା ନିଜ ଫ୍ରେଣ୍ଡ ମାନଙ୍କ ସହିତ ସ୍କୁଲ ୟୁର୍ନିଫର୍ମରେ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ଆଗାମୀ ସମୟରେ ଏଲିନା କୌଣସି ଫିଲ୍ମୀରେ ଲିଡ୍ ଭୂମିକାରେ ଅଭିନୟ କରିବାର ନଜର ଆସିପାରନ୍ତି । ଅଗଣିତ ଦର୍ସକ ଓ ଫ୍ୟାନ ମାନଙ୍କ ପାଇଁ ଏହା ଏକ ଖୁସୀ ଖବର , ଯାହା ସେମାନଙ୍କୁ ପୁଣିଥରେ ଏଲିନାଙ୍କ ଅଭିନୟ ଦେଖି ପାରିବେ ।

Leave a Comment