କୋରିଓଗ୍ରାଫର୍ ରେମୋ ଡି’ସୁଜା ଛଦ୍ମବେଶ ନେଇ ପହଁଚିଲେ ମହାକୁମ୍ଭମେଳାରେ…
ମହାକୁମ୍ଭ ୨୦୨୫: ମହାକୁମ୍ଭରେ ବୁଡ଼ ପକାଇବା। ପାଇଁ ଦେଶ ଦୁନିଆରୁ ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି । ସିନେମା ଜଗତର ବଡ଼ ବଡ଼ ସୁପରଷ୍ଟାର ମଧ୍ୟ ଆସୁଛନ୍ତି। ବଲିଉଡ୍ କୋରିଓଗ୍ରାଫର ରେମୋ ଡି’ସୁଜା ଙ୍କୁ ମଧ୍ୟ ଶନିବାର ମହାକୁମ୍ଭ ମେଳାରେ ଦେଖିବାକୁ ମିଳିଛି। ପୂର୍ବରୁ ବଲିଉଡ୍ ଅଭିନେତା ଅନୁପମ ଖେର ଓ ସିଙ୍ଗର ଗୁରୁ ରନ୍ଧାୱା ମଧ୍ୟ ମହାକୁମ୍ଭରେ ବୁଡ଼ ପକାଇବାର ଦେଖିବାକୁ ମିଳିଥିଲା। କୋରିଓଗ୍ରାଫର ରେମୋ ଡି’ସୁଜା ଛଦ୍ମବେଶ ରେ ମହାକୁମ୍ଭରେ ପହଞ୍ଚିଥିଲେ । କଳା … Read more