ସୁନ୍ଦରୀ ହେବା ମୋନାଲିସାଙ୍କୁ ପଡୁଛି ଭାରି, ବୁଡିଗଲା ବେଉସା, ରାଗିକି କଲେ ଲଜ୍ଜାଜନକ କାମ
ପ୍ରାୟାଗରାଜ ରେ ଲାଗିଥିବା ମହାକୁଂଭ ୨୦୨୫ ଅନେକ ରୋଚକ କଥାକୁ ନେଇ ଆସିଛି, ୧୪୪ ବର୍ଷ ପରେ ଘଟିଛି ଦୁର୍ଲଭ ଯୋଗ। ଏବଂ ସାରା ବିଶ୍ୱ ର ଗଣମାଧ୍ୟମ ବର୍ତମାନ ଏହି ମହାକୁଂଭ ର ପବିତ୍ର ପୀଠରେ ଏକତ୍ରିତ। IIT ବାବା ଙ୍କ ପରେ ବର୍ତମାନ ମହାକୁଂଭ ର ଆକର୍ଷଣ ସାଜିଛନ୍ତି ସୁନ୍ଦର ନୟନ ଯୁଗଳ ଥିବା ମୋନାଲିସା, ଶ୍ୟାମଳ ରଙ୍ଗ ଏବଂ ମନ ଚୋରି କରିନେବା ଭଳି ଏହି ଝିଅଟି ବର୍ତମାନ ସୋସିଆଲ ମିଡ଼ିଆ ସେନସେସନ … Read more