ବାହାଘର ପରେ ସ୍ତ୍ରୀର ଅନ୍ୟ ପୁରୁଷ ସହ ଉବୁଟୁବୁ ପ୍ରେମ ସହି ପାରିଲାନି ସ୍ୱାମୀ, ପ୍ରେମିକ ହାତକୁ ଟେକିଦେଲା ସ୍ତ୍ରୀକୁ, ଜାଣନ୍ତୁ ପୁରା ଘଟଣା
ସ୍ୱାମୀ ଜାଣିବାକୁ ପାଇଲେ ଯେ ପତ୍ନୀ ତାଙ୍କୁ ନୁହେଁ ବରଂ ତାଙ୍କର ପୂର୍ବ ପ୍ରେମିକକୁ ଭଲ ପାଆନ୍ତି । ତାଙ୍କ ମନରେ କଷ୍ଟ ଥିବା ସତ୍ତ୍ୱେ ଖୁସି ଖୁସିରେ ସ୍ତ୍ରୀର କରିଦେଲା ବାହାଘର । ଘଟଣାଟି ଶୁଣିବାକୁ ଯେତିକି ରୋଚକ ଥିଲା ସେତିକି ଚାଞ୍ଚଲ୍ୟକର ବି ଥିଲା । ଏହି କାରଣରୁ ଏହା ବର୍ତ୍ତମାନ ଆକର୍ଷଣର କେନ୍ଦ୍ରରେ ପରିଣତ ହୋଇଛି । ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ସମ୍ପର୍କର କୌଣସି ସ୍ଥାନାନ୍ତର ନାହିଁ । ହାତଗଣ୍ଠି ପଡିବା … Read more